Comments - 1717
  • @
    @Owner668last year ବାଲେଶ୍ୱର ରେ ହୋଇଥିବା ଟ୍ରେନ ଦୃଘଟଣା ରେ ସମସ୍ତ ଆହତ ମାନଙ୍କର ଶୀଘ୍ର ସୁସ୍ଥ କାମନା କରନ୍ତୁ 😭🙏, ଏବଂ ସବୁ ମୃତ ବ୍ୟକ୍ତି ଙ୍କ ପରିବାରକୁ ଭଗବାନ ସାହା ହୁଅନ୍ତୁ 🙏🙏🙏🙏😭😭😭, ଜୟ ଜଗନ୍ନାଥ 🙏🙏🙏🙏🙏🙏 468
  • @
    @mirbijuytlast year ଯେଉଁ ମାନେ ଗଛ କୁ ଭଲ ପାଆନ୍ତି Like କର 👍 🌳ଗଛ ହଁ ଆମ ର ଜୀବନ ❤ 438
  • @
    @Shubhamnayak802last year ଭଗବାନ ଏଇ ଭୟଙ୍କର ଦୁର୍ଘଟଣା ରେ ପ୍ରାଣ ହରାଇଥିବା ପରିବାରଙ୍କୁ ଅସୀମ ସାହାସ ଓ ଧର୍ଯ୍ୟ ଦିୟନ୍ତୁ।।।।।ସମସ୍ତେ ଏତିକି କାମନା କର।।।ପ୍ରଭୁ ଜଗନ୍ନାଥ ଙ୍କ ପାଖରେ।।।।।।🙏🥺😭 25
  • @
    @indiafreefire99last year କିଏ କିଏ ଭାଵ ବାପ ମାଁ ଙ୍କ ପାଦତଳେ ସମର୍ପି ଯିବାକୁ ♥️
    ଯେ ଜଗନ୍ନାଥ 🙏
    18
  • @
    @alivanath5531last year ସତରେ ଏହା କାହାଣୀ ନୁହେଁ ମଣିଷ ଜୀବନର ଏକ ଅଭୁଲା ସ୍ମୃତି😌 53
  • @
    @chitaranjansahu1199last year ଶୁକ୍ରବାର ଦିନ ଯେଉଁ ଟ୍ରେନ ଦୁର୍ଘଟଣା ଘଟିଥିଲା ତାହା ସାରା ବିଶ୍ଵ ବାସି ଙ୍କ ହୃଦୟ କୁ ମର୍ମାହତ କରିଦେଇଛି
    ଭଗବାନ ସେମାନଙ୍କୁ ଖୁବ୍ ଶୀଘ୍ର ସୁସ୍ଥ କରିଦିଅନ୍ତୁ
    132
  • @
    @angullocaltoka1998last year ଯଦି ନଟିଆ ଭଳିଆ ସମସ୍ତ ଙ୍କ ର ହୃଦୟ ରେ ବୃକ୍ଷ ପାଇ ଏତିକି ଭଲ ପାଇବା ଥାଆନ୍ତା ତେବେ ସତରେ ବୃକ୍ଷ ମାନେ ପୁଣି ଜୀବନ ନେଇ ପୃଥିବୀ ପୃଷ୍ଠରେ ଜନ୍ମ ନିଅନ୍ତେ.......
    💚💚💚💚💚💚💚💚
    Tqsm ନଟିଆ creation ମୋ ମନ ପସନ୍ଦର ପ୍ରସଙ୍ଗଟିକୁ ବର୍ଣ୍ଣନା/ଲୋକଳଚନକୁ ଆଣିଥିବାରୁ
    🙏🙏🙏❤️❤️❤️
    Nest time re ଏହିଭଳି ନୂଆ ଏକ episode ଅନନ୍ତୁ
    ...
    20
  • @
    @sipunvideoworld8335last year Fantastic episode, good message to our society.
    ''Save trees, Save environment "
    34
  • @
    @_rkrahul_123last year ଜୟ ଜଗନ୍ନାଥ ❤🥺 ବାଲେଶ୍ୱର ଦୁର୍ଘଟଣା ରେ ପ୍ରାଣ ହରାଇଥିବା ଲୋକ ମାନଙ୍କ ପାଇଁ ଆଜି ଦିନ ଟି ହୃଦୟ ରୁ ଉତ୍ସଗ ।। ଓଁ ଶାନ୍ତି 🙏🏻 ଓ ଯୋଉ ମାନେ ଆଘାତ ଅଛନ୍ତି ସେମାନେ ଖୁବ୍ ଶୀଘ୍ର ଭଲ ହେଇଯାଆନ୍ତୁ।। ମା ମଙ୍ଗଳା , ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଗୁହାରି 🙏🏻🥺 27
  • @
    @krupamajhi5742last year ସତରେ ବହୁତ ଦୁଃଖ 😭😭 ଲାଗିଲା,,,,ଗଛ ପାଇଁ ନଟିଆ କୁ ଏମିତି କାନ୍ଦିବାର 😭😭 ଦେଖି so sad 😔😔 and heart ❤️ touching 😭😭,,,,ବୃକ୍ଷ ହିଁ ଆମ ଜୀବନ ଆମେ ବୃକ୍ଷ ଙ୍କୁ କାଟିବା କଥା ନୁହେଁ,,,,ନଟିଆ କୁ ଏମିତି sad 😭ହେବାର ଦେଖି କେଉଁ ମାନଙ୍କ ଆଖିରେ ଲୁହ 😭 ଆସିଗଲା 👍👍👍👍👍,,,,, ... 29
  • @
    @aviramjally2816last year ଜିଏ ଜଗନ୍ନାଥ ଙ୍କୁ ଭଲ ପାଆନ୍ତି ଗୋଟିଏ ଲେଖାଁଏ 👍କର 🔴❗🔴 468
  • @
    @Sudhansu__Jenalast year କିଏ କିଏ ସମସ୍ତେ ଗଛକୁ🌱🌳 ଭଲ ପାଆନ୍ତି। ଆପଣମାନେ ସମସ୍ତେ ଗଛ ଲଗେଇକି
    Environment🌳🌍 କୁ ସୁରକ୍ଷିତ ରଖନ୍ତୁ😊😊
    95
  • @
    @prittamkumarbarik5368last year What a beautiful story and social awareness message presented by UCW natia comedy thanks a lot from bottom of my heart .
    Please save the trees protect them .and save our environment.
    Jai jagannath 🙏
    ...
    5
  • @
    @laxmipriyabehera2849last year Heart touching story.......
    Very nice........
    SAVE TREE SAVE LIFE👏👍👌
    4
  • @
    @mssportsofficial07last year ମହା ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ କେଉଁମାନେ ହୃଦୟ ରୁ ଭଲପାଅ 🥰❤️👍ଜୟ ଜଗନ୍ନାଥ 🙏🙏🙏 165
  • @
    @Madhaba_Doralast year ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ! ତ ପ୍ରଭୁ ଜଗନ୍ନାଥ ୧୦୮ ଗରା ରେ ଆଜି ସ୍ନାନ କରିବେ !! ତେଣୁ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସମସ୍ତ ଙ୍କୁ ହାର୍ଦିକ ଶୁଭେଛା ଓ ଅଭିନନ୍ଦନ 🙏 ଜୟ ଜଗନ୍ନାଥ 🙏! 53
  • @
    @mamamalik9584last year Mind blowing episode. ..... superb....... Good message. Manisa. Mananku pai. ..save tree save life......😍😍😍😍👌👌👌👍👍👍👍👌 13
  • @
    @ipsitasahoo9344last year This is why we watch all episodes of Natia as we learn a new lesson everyday.😍😍Thank you so much to whole team..👏👏👏👍👍 14
  • @
    @subhadra_123last year ପବିତ୍ର ଦେବସ୍ନାନ ପୂର୍ନିମା ଉପଲକ୍ଷେ ମୋ ତରଫରୁ ଆପଣ ସମସ୍ତ ଙ୍କୁ ଢେର୍ ସାରା ଶୁଭେଚ୍ଛା ଓ ଶୁଭକାମନା😊ଆଉ କେଉଁମାନେ ମୋ କଥାରେ ସହମତ👍 ଜୟ ଜଗନ୍ନାଥ🙏 60
  • @
    @indiafreefire99last year ଜଙ୍ଗଲ ଗଛ‌ ସୁରଖିଆ ଆମ ପ୍ରଥମ କତଵ୍ୟ
    ଯେ ଜଗନ୍ନାଥ 🙏
    1
  • @
    @user-dz6kl6fy8rlast year ଆମ ଓଡ଼ିଶା ରେ ଏମିତି ବହୁତ ଜାଗାରେ ଜଙ୍ଗଲର ଗଛ କାଟି ଦେଉଛନ୍ତି କିନ୍ତୁ ପ୍ରଶାସନ କିଛି କରୁନାହିଁ। ସାଙ୍ଗ ମାନେ ନଟିଆ କମେଡି କୁ ଯିଏ ଦେଖୁଛ ଥରୁଟେ 👍👍👍 କର। ଜୟ ଜଗନ୍ନାଥ 🙏🙏🙏🙏 7
  • @
    @Madhaba_Doralast year Utkal Babu 🤘 ଙ୍କୁ ବହୁତ ବହୁତ ଧନ୍ୟବାଦ 🙏 ପରିବେଶ ସୁରକ୍ଷା ଉପରେ ଏମିତି ଏକ ସଚେତନତା ବାର୍ତ୍ତା ପ୍ରଦାନ କରିଥିବାରୁ 😃 ଭିଡିଓ ଟି ବହୁତ ଭଲ ଲାଗିଲା ❤️ Save 🌲 Tree save Life......ଜୟ ଜଗନ୍ନାଥ 🙏 17
  • @
    @gunugunu2498last year save trees...natia comedy 's best ever story...jay jagannath🙏 2
  • @
    @MANAS.GAMING649last year ଗଛ ଲଗାଈ ଜୀବନ ବଚାଇବ ଆମର ବଡ଼ କାମ❤❤ସମସ୍ତେ ଗଛ ଲଗାଇ ବାକୁ ମର। ଅନୁରାଧା କରୁଛି❤❤ 8
  • @
    @a_kgamer9319last year ଏହାହିଁ ସତ୍ଯ ଜଉ ପରିବେଶ କୁ ଆମେ ନଷ୍ଟ କରୁଚେ ସେ ହୀଁ ଦିନେ ଆମକୁ ଶାସ୍ତି ଦବ 100%😔😟🥺 6
  • @
    @smilearchu128last year Jia natia ra fan au jia natia ra sabu episode dekhucha se mo comment ku like kora❤❤❤❤❤ 54
  • @
    @mr.dinesh.official007last year Etey din vitare aji ra episode 1of my fav.. Thanks to utkal carton all members to do this type episode. Good job. JAI jaganath 🙏gacha lagantu jibana banchantu 3
  • @
    @rabijyotish349last year Jeun Mane gacha ku 🌴bhal pa a gote like heba darkar aau 👇🙏 jeun Mane gacha ku bahut bhala paanti semane gote comments karantu 👍👍👇🙏🙏❤️, Jai jagannath Swami Nayana patha gami bhaba tume samastanku Bhala re rakhi thantu 🙏🙏🙏🙏❤️ 1
  • @
    @beherarailway9996last year ସୁଭ ସକାଳ, ସମସ୍ତଙ୍କୁ ଦେବସ୍ନାନ ପୁର୍ଣିମାର ହାର୍ଦ୍ଧିକ ଶୁଭେଛା ଓ ଶୁଭ କାମନା❤❤❤❤ 8
  • @
    @Sudhansu__Jenalast year Utkal Babu 🥰 ଏହି Episode❤🥰 ଟି ମୋତେ ବହୁତ ଭଲ ଲାଗିଲା। ଅତ୍ୟନ୍ତ ସୁନ୍ଦର ହେଇଛି ଏହି ଭିଡିଓଟି❤❤
    Really Utkal Babu Great Episode🥰
    18
  • @
    @bhubanpatra7219last year ପରିବେଶ ଓ ଜଙ୍ଗଲ କୁ ରକ୍ଷା କର । ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ର ହାର୍ଦିକ ଶୁଭକାମନା 🙏🏻🙏🏻 ଜୟ ଜଗନ୍ନାଥ ⭕❗⭕
  • @
    @Natu4100last year ପବିତ୍ର ସ୍ନାନ ପୂର୍ଣ୍ଣିମାର ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା
  • @
    @iswarpradhan3070last year ନଟିଆ ସବୁବେଳେ ଭଲ ଶିକ୍ଷା ଦେଉଥିବାରୁ ଧନ୍ୟବାଦ l
    ଜୁନ ୫ ପରିବେଶ ଦିବସ ଉପଲକ୍ଷେ ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗେଇବା ଉଚିତ୍ ll
    🌱🌳Happy Environment Day🌱🌳
  • @
    @user-tl1rr6be2olast year Morning ru natia comedy dekhi pura ❤ khus hegala tq natia comedy ama ku ate khusi dethibaru ❤❤ 6
  • @
    @sambhunathjena7178last year ଭାଇ ଭଲ ଯେତିକି ଲାଗିଲା ଅଧିକ ଦୁଃଖ ବି ଲାଗୁଛି ସତରେ ଗଛ ମାନଙ୍କ ପାଇଁ ଆଇନ ନାହିଁ ନହେଲେ ଏତେ ସବୁ ଗଛ କୁ କାଟି ଦଉନଥାନ୍ତେ 🙏ଜୟ ଜଗନ୍ନାଥ 🙏🙏🙏 7
  • @
    @monalisapahantasinghlast year Super it's a big lesson for society save tree and save life👍...I love Utkal cartoon channel really it's super content 👍👍 1
  • @
    @anubhabapanigrahi2370last year ସତରେ ଭଗବାନ ଏମିତି ଗୋଟେ ଗୋଟେ ଗଛ କରିଥିଲେ ବହୁତ ଭଲ ହୋଇଥାନ୍ତା🥹🥹🥹🥹🥹
  • @
    @soumyaranjansahoo3583last year ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସର ରେ ମୋ ତରଫ ରୁ ମୋର ସବୁ ଭାଇ ଭଉଣୀ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ🙏⚫❗⚫🙏 6
  • @
    @surenmagar9736last year ନଅଟିଆ କମେଡି ଟି ଭାହୁତ ଭଲଲାଗେ ଏଥିରେ ଶିକ୍ଷା ଦେଉ ଥିବା କାହାଣି ଟି ବହୁତ୍ ସୁନ୍ଦର୍ ଲାଗିଲା
  • @
    @pramilabehera6886last year ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା କରିବା ଉଚିତ୍ କାରଣ ଆମେ ବୃକ୍ଷଠାରୁ ଅକ୍ସିଜେନ ପାଉଛୁ ସୁନ୍ଦର ଭିଡ଼ିଓ 👍❤👌
  • @
    @FunnyVideo-rs6omlast year Jay jagannath. ଆଜି ର କେତେ ବଡ ଦିନ ରେ ଏମିତି କାହାଣୀ ଟି ବହୁତ ଭଲ ଲାଗିଲା 😊😊❤❤ 9
  • @
    @alivaaratibehera1770last year Ajira episode bahut bhala lagila au interesting bi 👌👌 . This episode is heart touching ❤❤ . 4
  • @
    @jayantakumarbarik6910last year ବହୁତ ଦୁଃଖ ଲାଗିଲା 😂😂😂😂ଓ ବହୁତ ଖୁସି ଲାଗିଲା 😊😊😊😊 ନଟିଆ କୁ ଧନ୍ୟବାଦ ଦେବା ଉଚିତ୍ 😊😊😊😊😊😊😊😊😊😊 1
  • @
    @ratnakarbiswal8705last year ଏଇ ଜିଅନ୍ତା ଗଛର ପାର୍ଟ 2. ନେଇକି ଆସ ଭଲ ଲାଗିଲା ଦେଖିକି love you natia comedy 💗💗❤️❤️🙏🙏🥰🥰 4
  • @
    @pareshkumarbehera1483last year ଜୟ ଶ୍ରୀଜଗନ୍ନାଥ*💐Subha Snana Purnima-2023/Nice Episode, Thanks to UCW team. 5
  • @
    @omshanti8195last year କେଉଁ ମାନେ ନଟିଆ ଭଳି ଗଛମାନଙ୍କୁ ଭଲ ପାଉଥିଲେ..? 👍🏻👍🏻❤❤🙏🏻🙏🏻 1
  • @
    @rajprasadsingh9731last year ଏହି ep ଟି ଦେଖି ମନ ଆନନ୍ଦରେ ଉତ୍ତ୍ଫୁଲ୍ଲିତ ହୋଇଗଲା।👌🏻 20
  • @
    @user-tl1rr6be2olast year Natia comedy jaha ku bhala Lage like kar❤ 9
  • @
    @sudhirakumarsamal1718last year ସତ୍ୟ ଘଟଣା ଉପରେ ଆଧାରିତ ଏହି କାହାଣୀ ଟି ପ୍ରତ୍ୟକ୍ ଲୋକ ଗଛ ର ଯତ୍ନ ନେବା ଦରକାର। ଜୟ ଜଗନ୍ନାଥ
  • @
    @adv.snehasishjagadeb1287last year Very emotional and inspiring message towards society, Please save trees and save life. 💐👌👍 6
  • @
    @subhadra_123last year ବହୁତ ସୁନ୍ଦର concept😊ଦେଖିକି ବହୁତ ଖୁସି ଲାଗିଲା👍ଆଉ କେଉଁମାନେ ମୋ କଥାରେ ସହମତ👍ଜୟ ଜଗନ୍ନାଥ🙏 5
  • @
    @youodisha6657last year ଯାହା ହଉ ବହୁତ ସୁନ୍ଦର ଭିଡ଼ିଓ ଟିଏ ଗଛ ହିଁ ଜୀବନ ଜୟ ଜଗନ୍ନାଥ 🙏🙏👍🏻👍🏻ସାଙ୍ଗ ମାନେ ସମସ୍ତେ ଗଛ ଲଗାନ୍ତୁ
  • @
    @chakradharasahoo8419last year ବହୁତ ଖୁସି ଲାଗିଲା ହେଲେ ନଟିଆଭାଇଙ୍କ ଲୁହ ଦେଖି ମୋ ଆଖିରେ ବି ଲୁହ ଆସିଗଲା😔😓😭😭😭 18
  • @
    @sonalibehera1146last year Good morning to all 🌄
    Very nice episode natia comedy ❤
    Bahut Bhala lagila ajira episode ❤❤
    🙏Jay Jagannath 🙏
    17
  • @
    @hemantasethasethahemanta9476last year ନଟିଆ କମେଡି ଶୁଣିବାକୁ ଓ ଦେଖିବା ପାଇଁ ଭଲ. ❤️❤️❤️ହେଲେ ପିଲା ମାନେ ସବୁବେଳେ ନଟିଆ ପରି ଗାଲୁଆ ହେଲେଣି.
  • @
    @subhamofficealchanal2413last year I Like this part ❤❤ save Tree 🌴 Save Life ❤❤ 2
  • @
    @rasmitaodiablogger5778last year Tree 🌴🌲 so beautiful ❤️ and jiban dan so careful 😅 I am Rasmita 🙏🏻 so mu trees nku bahutu vhla pai and care nia 😅😅gala belaku tike hug 🤗 kaleni pi so aad😮 3
  • @
    @H.bhai_Reshma_Miku_creations8 months ago ସତରେ ସବୁଠାରୁ ଏହି କାହାଣୀଟି ଆଖିରେ ଲୁହ ଆଣିଛି 😢😢 ଖୁବ୍ ସୁନ୍ଦର 😢 1
  • @
    @9xm50last year Good Morning Everyone 🌞🌻🌅🏜️🙏
    Jay Shree Jagannath Swamy 📿⭕❗⭕🚩🙏
    ❤Lot Of Love From PuriDham 🚩🙏
    5
  • @
    @simanchalpahan7113last year He bhagawan Manish ku sadbuddhi Dia ଗଛ ଲଗାଅ ଜୀବନ ବଞ୍ଚାଅ ଜୟ ଜଗନ୍ନାଥ
  • @
    @LaxmipriyaGhadia-sm4mxlast year Sabu gachanka dahare jiban achi😊saei gacha achi boli ame banchichanty.....😊so save tree save life😊 1
  • @
    @jyotiskmahajankhantiodiya2390last year Utkal cartoon always give excellent msg to our society ..❤❤thanks a lot 25
  • @
    @gayatridwibedy4484last year Very nice episode Happy Deva Snana Poornima Jay shree jagannath 🙏 5
  • @
    @kedarnathpatara7358last year ବହୁତ ସୁନ୍ଦର ବିଷୟ
    ଧନ୍ୟବାଦ ଭାଇ ❤❤
    4
  • @
    @JobsinOdisha2024last year ନିଶ୍ଚିତ ଭାବେ ଏକ ଶିକ୍ଷଣୀୟ କାହାଣୀ ଯାହାକି ଏବେ ଦେଖିବାକୁ ମିଳୁଛି, ଏଭଳି ହୃଦୟସ୍ପର୍ଶୀ କାହାଣୀ କୁ ମନଛୁଆଁ ଢଙ୍ଗ ରେ ଲୋକଲୋଚନ କୁ ଆଣି ଥିବାରୁ ଅଶେଷ ଅଶେଷ ଧନ୍ୟବାଦ, ଜୟ ଜଗନ୍ନାଥ 🙏 3
  • @
    @SubhakantaSamal-ji4tnlast year Very beautiful story Save Tree Save Life 1
  • @
    @tsproduction3055last year The best episode of all episodes 😢😢😢 Dil se salut ❤❤❤ 21
  • @
    @akashekashq3441last year It's an excellent initiative video taken by Team Natia to aware people about the importance of trees.
    Really, save trees and save lives
    23
  • @
    @hemantaswain9335last year wow great cominecasan beutyful natia comedy great 🆗️🆗️🆗️💯🙏🙏🙏🙏
  • @
    @priyankasahoo3671last year really it's a great message for today's society 👍👍 8
  • @
    @Ajitsahoo645last year ଆଜି ତମ କେତେ ମାଫିଆ ପାଇଁ ଜଙ୍ଗଲ ଲଷ୍ଟ ହୋଉଛି ମୁଁ ତୁମ କୁ ଅନୁରୋଧ କରୁଛି ଗଛ କାଟନୀ ଗଛ ହୋଉଛି ଆମ ଜୀବନ ଯଦି ପାରୁଛ ଗଛ ଲଗାଅ ଆମ ମଣିଷ ପଣିଆ କୁ ଧିକ ଜୟ ଜଗନ୍ନାଥ 🙏🙏🥺😭
  • @
    @antarikshyasatapathy3605last year Your all stories are so beautiful and meaningful.
    Thanks for starting a channel like this ❤❤❤❤
    3
  • @
    @chiranjibinayak5644last year Bhabuthili GROOT au baby GROOT ta dekheidele.
    Nxt kebe KING GROOT dekheibe bodhe.
    Bt climax re hi KING GROOT asigala 😎
    1
  • @
    @jogeshstatuslast year Jia natia comedy ku bhalapae gutia like kara
  • @
    @Jaga560last year I'Am very emotional when watching this video 😢🥺
    Save Tree save Life 🌲🌲🌲🌳🌳🌳🌳
    3
  • @
    @monstergugulast year THE NATIA COMEDY SO BEAUTIFUL ❤🎉🎉 JAY JAGANNATH 🙏🙏🙏 NATIA PAIN LIKE HAU ❤🎉🎉 129
  • @
    @chintuhotalast year Mu samasata nku anurodha karuchi je samaste tanka janma dinare gote gachha lageibe
    SAVE TREES AND SAVE LIFE 🙏🙏🙏🙏🙏❤❤❤❤
  • @
    @SSPS_MAXlast year 😭but salute and great love to utkal cartoon team for this best message ❤❤❤❤❤ 2
  • @
    @arjunabaliarsingh301last year Beautiful message for human being "SAVE TREE SAVE LIFE"🌳🥰 60